by ସୌମ୍ଯ ରଞ୍ଜନ ମହାପାତ୍ର ✓ · 6 Nov 2020
ଅନେକ ବାଟ ଗଲାପରେ ଘଞ୍ଚ ଜଙ୍ଗଲରେ ସେ ଦୁହେଁ ବାଟବଣା ହେଇଗଲେ, କୁଆଡ଼େ ଯିବେ କିଛି ଜାଣି ପାରିଲେନି। ଠିକ୍ ଏତିକିବେଳେ ଚରମ ଧୁଡ଼ୁଧୁଡ଼ୁ ଦେହ ଥରଥର ହେଇ ହାତରେ କଟୁରୀଟାଏ ଧରି ଜଣେ ବୁଢ଼ୀ ଆସିଲା, ଦେଖିଲେ ଲାଗୁଥାଏ ଫୁଙ୍କି ଦେଲେ ଉଡ଼ିଯିବ।
Loading comments…
Loading comments…