by Manoj Behera ✓ · 25 Jan 2022
ମାଙ୍କଡର ଦିନ- ରାତି, ଆଲୋକ-ଅନ୍ଧାର, ଜୀବିକା - ଜୀବନଧାରାରେ ଆସେନାହିଁ ପରିବର୍ତ୍ତନ । ଅପହଞ୍ଚ ହୋଇପଡେ ଭାଗ୍ୟ ଭବିତବ୍ୟ । କ୍ଷୁଧାର ଜ୍ଵାଳାରେ ସଅଁପୁଥିବା ଏହି ହତଭାଗ୍ୟଙ୍କ ପାଇଁ ଯଶକୀର୍ତ୍ତି ଖାଲି ଏକ ଘଟଣା ।
Loading comments…
Loading comments…