by Sambit Srikumar ✓ · 18 Dec 2020
ବୁଢୀ କାଳରେ ଯିଏ ସାହା ଭରସା ହୋଇଥାନ୍ତା ସେ ତ ମୁହଁ ମୋଡି ଚାଲିଗଲା ଯେ, ଫେରିକି ପଛକୁ ଚାହିଁଲାନି ଦିନେ, ଆଉ କାହା ଉପରେ ବା ଭରସା କରିବ ସେ? ଯେବେ ଆତ୍ମଜା ନିଜର ହେଲାନି, ପର ଲୋକଙ୍କ କଥା ପଚାରେ ବା କିଏ?
Loading comments…
Loading comments…