by Rajabala Tripathy ✓ · 28 Jun 2019
ପ୍ୟାଣ୍ଟ ପିନ୍ଧା ଯୁଗରେ ମୃତ ପ୍ରାୟ ଧୋତି ହଠାତ ଜୀବନ୍ତ କିଆଁ। ଚମକି ପଡିଲେ ସେ। କାନ ଡେରି ଶୁଣିଲେ ମନ୍ତ୍ର ପାଠରେ ଚଉଦିଗ କମ୍ପମାନ । ନାଲି ନେଳି ରଙ୍ଗ ବିରଙ୍ଗ ଶାଢ଼ୀ ଚୁଡ଼ିରେ ସୁସଜ୍ଜିତ ନାରୀମାନେ ପୂଜା ପାଠରେ ବ୍ୟସ୍ତ।
Loading comments…
Loading comments…