Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଯମରାଜ
7 storys
ଟିକିଏ ପୂଣ୍ୟ ଲୋଡ଼ା
ଓଡ଼ିଆ ଗଳ୍ପ ଓ କବିତା - ୩ · 3 min read · 7.5K reads
“ ହେ ମାନବ ! କାହାକୁ ସାହାଯ୍ୟ କହୁଛ ? ସ୍ଵାର୍ଥ ହାସଲ ପାଇଁ ଯାହା କରିଛ, ତା’ ସାହାଯ୍ୟ ନୁହେଁ, ବରଂ ବ୍ୟାପାର l କିଛି ଆଶା ନ କରି ସାହାଯ୍ୟ ..
Others
ବିଚରା ଯମରାଜ
Rajabala Tripathy · 1 min read · 489 reads
ପ୍ୟାଣ୍ଟ ପିନ୍ଧା ଯୁଗରେ ମୃତ ପ୍ରାୟ ଧୋତି ହଠାତ ଜୀବନ୍ତ କିଆଁ। ଚମକି ପଡିଲେ ସେ। କାନ ଡେରି ଶୁଣିଲେ ମନ୍ତ୍ର ପାଠରେ ଚଉଦିଗ କମ୍ପମାନ । ନାଲି ନେଳି ରଙ୍ଗ ବିରଙ୍ଗ ଶାଢ଼ୀ ଚୁଡ଼ିରେ ସୁସଜ୍ଜିତ ନାରୀମାନେ ପୂଜା ପାଠରେ ବ୍ୟସ୍ତ।
Comedy
ମନୁଆର କୀର୍ତ୍ତି - ଯମପୁରରେ ମନୁଆ
Rakesh Mishra · 11 min read · 14.6K reads
ବୁଲି ଦେଖେ ଶେରୱାନୀ ପରିହିତ, ଲମ୍ବା ବାଳ, ମୋଟା ନିଶ ସହ ହୃଷ୍ଟପୃଷ୍ଟ ଜଣେ ବ୍ୟକ୍ତି।
Comedy
ସଂଗରୋଧ
Balaram Barik · 2 min read · 179 reads
ମୁଁ ଏଥର ଅଦୃଶ୍ୟ ଅଛି। କରୋନା ଭୂତାଣୁ ଭୟରେ ।ଏଠି ସେଠି ମୋ ହାତ ବାଜିଗଲେ ମୋତେ ବି କରୋନା ହେଇଯିବ।
Comedy
ଶେଷ ମୁହୂର୍ତ୍ତ
Rasmita Sahoo · 7 min read · 264 reads
ହେ ଯମରାଜ, କ୍ଷମା କରିବେ କିନ୍ତୁ ମୋତେ ଦଣ୍ଡ ଦେବା ଆଗରୁ ମୋର ସନ୍ଦେହଗୁଡ଼ିକର ସମାଧାନ ପ୍ରଥମେ କରନ୍ତୁ ତାହା ପରେ ଆପଣ ଯାହା ଦଣ୍ଡ ଦେବେ ମୁଁ ମଥା ପାତି ତାହା ସହ୍ୟ କରିନେବି।
Children
ପଠେଇବୁନି ମର୍ତ୍ତକୁ ମୋତେ
Papu parida · 3 min read · 369 reads
ଆଖିରେ ଅଶୁମାରି ଲୁହ ଧରି ବୃଦ୍ଧବେଶୀ ବଣିକ ରାଜାଙ୍କ ପାଖକୁ ଯାଇ ନିଜକୁ ବଣିକଙ୍କ ମିତ୍ର ବୋଲି ପରିଚୟ ଦେଇ ନକ୍ସାଟି ତାଙ୍କ ହାତକୁ ବଢ଼େଇ ଦେଲେ ଓ ସମ୍ପତ୍ତି ସବୁକୁ ଦୁଃଖୀ ଦରିଦ୍ରଙ୍କ ସେବାରେ ନିୟୋଜିତ କରିବା ପାଇଁ ଅନୁରୋଧ କଲେ।
Drama
Loading…
Next page →