by Papu parida ✓ · 13 Nov 2021
ଆଖିରେ ଅଶୁମାରି ଲୁହ ଧରି ବୃଦ୍ଧବେଶୀ ବଣିକ ରାଜାଙ୍କ ପାଖକୁ ଯାଇ ନିଜକୁ ବଣିକଙ୍କ ମିତ୍ର ବୋଲି ପରିଚୟ ଦେଇ ନକ୍ସାଟି ତାଙ୍କ ହାତକୁ ବଢ଼େଇ ଦେଲେ ଓ ସମ୍ପତ୍ତି ସବୁକୁ ଦୁଃଖୀ ଦରିଦ୍ରଙ୍କ ସେବାରେ ନିୟୋଜିତ କରିବା ପାଇଁ ଅନୁରୋଧ କଲେ।
Loading comments…
Loading comments…