by Madhabi Patel ✓ · 12 Feb 2022
କାମ କରୁଥିବା ଶ୍ରମିକ ଆଣି ଘରମାଲିକକୁ ଧନ ଯାଚିକିଦେଲା କହିଲା ଯେହେତୁ ଜମି ତୁମର ତେଣୁ ପୋତାଧନ ବି ତୁମର।ଏପଟେ ମାଲିକ କହୁଥାଏ ଯେହେତୁ ଧନ ବିଷୟରେ ମୁଁ ଅଜ୍ଞ ।ଧନ ତୁମେ ପାଇଛ ଧନ ତୁମର।
Loading comments…
Loading comments…