by Pramod Kumar Jena ✓ · 25 Oct 2019
ସପନିକୁ ବୁଝେଇଲି... ଅଥଚ କୈଳାସକୁ ତ ବୁଝେଇପାରିଥାଆନ୍ତି l ନାଃ.. ଯେତେ ଦିନ ପର୍ଯ୍ୟନ୍ତ ଆମେ ସମସ୍ତେ ଝିଅମାନଙ୍କୁ ବୋଝ ଭାବୁଥିବା, ସପନି ଭଳି ଅନେକ ଝିଅ ବଳି ପଡିବେ ସେ ଯୌତୁକ ଜୁଇ ହେଉ କିମ୍ବା ତା’ ରୂପାନ୍ତର l
Loading comments…
Loading comments…