by Paramita Sarangi ✓ · 4 Jul 2018
ବର୍ଷା ଟା ମୋତେ ଛାଡ଼ି ଦେଇ ଚାଲିଗଲା ଅନ୍ୟ କେତେକ କାଗଜ ଡଙ୍ଗା ଖୋଜିବାକୁ। ମୁଁ ଠିଆ ହୋଇଥିଲି ମୋ ବାଲକୋନୀ ରେ ବହୁତ କିଛି ହରାଇବାର ଅବସୋସ ନେଇ।
Loading comments…
Comments
Loading comments…