by Pratima Das ✓ · 12 Jul 2019
ନୋ କୋଶ୍ଚିନ୍ । ଜଷ୍ଟ ଫଲୋ ମି । ମନୀଷା କହିଲେ । ସୁସଜ୍ଜିତ କୋଠରୀ... ମନ ମୋହୁଥିବା ଉତ୍ତେଜକ ବିଦେଶୀ ବାସ୍ନା କୋଠରୀର କୋଣ ଅନୁକୋଣରେ। ତୁମେ ୱ୍ବାଶରୁମ ଯାଇ ଭଲଭାବେ ନିଜକୁ ସଫାସୁତର କରାଇ ନିଅ । ପ୍ରପରଲି ହାଇଜିନିକ ହୋଇ ....ସାୱ୍ବାର ନେବ ।
Loading comments…
Loading comments…