Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ମନୀଷା
9 storys
ଶେଷ ଚିଠି
Deepak Sarangi · 9 min read · 565 reads
ମନୀଷା ଚିଠି ପଢି ସାରି କି ସେମିତି ଛିଡା ହୋଇଥାଏ । ସେପଟୁ ବଣ୍ଟି ଦଉଡି ଆସି ମନୀଷାକୁ ଆଣ୍ଟି ଆଣ୍ଟି କହି କୁଣ୍ଢେଇ ପକେଇଲା । ମନୀଷା ବଣ୍ଟିର ଆଖିରେ ଦେଖି ପାରୁଥିଲା ଆକାଶର ଚିରନ୍ତନ, ପବିତ୍ର ଓ ଶାଶ୍ଵତ ପ୍ରେମକୁ ।
Tragedy
ସଙ୍ଗରୋଧର ସମୟ-୨୦
Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର) · 1 min read · 138 reads
ଏଇ କଥା ନିଶ୍ଚୟ ଉପଲବ୍ଧି କରିଛନ୍ତି ମନୀଷା ଓ ଅଜୟ ସଙ୍ଗରୋଧର ଏଇ ସୁନ୍ଦର ଦିନ ଗୁଡ଼ିକରେ।
Romance
ବର୍ଷା ଆଉ ତାତି
Pratima Das · 4 min read · 596 reads
ନୋ କୋଶ୍ଚିନ୍ । ଜଷ୍ଟ ଫଲୋ ମି । ମନୀଷା କହିଲେ । ସୁସଜ୍ଜିତ କୋଠରୀ... ମନ ମୋହୁଥିବା ଉତ୍ତେଜକ ବିଦେଶୀ ବାସ୍ନା କୋଠରୀର କୋଣ ଅନୁକୋଣରେ। ତୁମେ ୱ୍ବାଶରୁମ ଯାଇ ଭଲଭାବେ ନିଜକୁ ସଫାସୁତର କରାଇ ନିଅ । ପ୍ରପରଲି ହାଇଜିନିକ ହୋଇ ....ସାୱ୍ବାର ନେବ ।
Others
ନିଶୂନ ରାତିର ଅନ୍ତାକ୍ଷରୀ
Ajaya Mahala · 8 min read · 275 reads
" ଏ ଘରେ ସମସ୍ତେ ତୁମକୁ ଭଲ ପାଆନ୍ତି । ତୁମେ କିନ୍ତୁ ଭୁଲି ଯାଉଛ ଏ ଘରେ ଆଉ କିଏ ବି ଜଣେ ଅଛି ବୋଲି ", ଟିକିଏ ଅଭିମାନ ଭରା କଣ୍ଠରେ କହିଲା ଚନ୍ଦ୍ରା । ତା ପରେ ହସିହସି ଛାତ ଉପରୁ ଓହ୍ଲେଇ ଗଲା ଘର ଆଡ଼କୁ ।
Romance
ସ୍ପର୍ଶ
Pratibha Priyadarshini · 5 min read · 265 reads
ମନୀଷା ଜାଗାରେ ଯଦି ପୁଅପିଲାଟେ କିମ୍ବା କେହି ବୃଦ୍ଧ ଅଥବା ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଲୋକଟେ..
Tragedy
ଅଭିଶପ୍ତ ପ୍ରେମ
CHINMAYEE PRADHAN · 3 min read · 129 reads
ନବ ବଧୂ ବେଶରେ ସଜ୍ଜିତ ହେଇ ବସିଛି ସିମା। ସାଗର ପ୍ରବେଶ କଲା। ସିମା ଟିକେ ଲାଜେଇ ଗଲା।
Classics
Loading…
Next page →