by Deepak Sarangi ✓ · 28 Sept 2019
ମନୀଷା ଚିଠି ପଢି ସାରି କି ସେମିତି ଛିଡା ହୋଇଥାଏ । ସେପଟୁ ବଣ୍ଟି ଦଉଡି ଆସି ମନୀଷାକୁ ଆଣ୍ଟି ଆଣ୍ଟି କହି କୁଣ୍ଢେଇ ପକେଇଲା । ମନୀଷା ବଣ୍ଟିର ଆଖିରେ ଦେଖି ପାରୁଥିଲା ଆକାଶର ଚିରନ୍ତନ, ପବିତ୍ର ଓ ଶାଶ୍ଵତ ପ୍ରେମକୁ ।
Loading comments…
Loading comments…