by Ajaya Mahala ✓ · 6 Dec 2019
" ଏ ଘରେ ସମସ୍ତେ ତୁମକୁ ଭଲ ପାଆନ୍ତି । ତୁମେ କିନ୍ତୁ ଭୁଲି ଯାଉଛ ଏ ଘରେ ଆଉ କିଏ ବି ଜଣେ ଅଛି ବୋଲି ", ଟିକିଏ ଅଭିମାନ ଭରା କଣ୍ଠରେ କହିଲା ଚନ୍ଦ୍ରା । ତା ପରେ ହସିହସି ଛାତ ଉପରୁ ଓହ୍ଲେଇ ଗଲା ଘର ଆଡ଼କୁ ।
Loading comments…
Loading comments…