by SAUMYARANJAN BALIARSINGH ✓ · 26 Aug 2019
ବିନୟ ସବୁ ବୁଝିଗଲା । ଉପାୟ ବାହର କଲା, ଆଉ ବାକି ଲେମ୍ବୁ ସବୁ ବିକ୍ରୀ ହେବା ପାଇଁ ବୁଢୀଟିକୁ ସାହାଯ୍ୟ କଲା ଏବଂ ସବୁ ବିକ୍ରୀ ବି ହେଲା । ବୁଢୀଟି ଖୁସିରେ ବିନୟକୁ ଗୋଟିଏ ଲେମ୍ବୁ ଦେଇ ଆଶୀର୍ବାଦ ଦେଲା ।
Loading comments…
Loading comments…