by Anita Dash ✓ · 6 Sept 2020
ମୋ ଜଞ୍ଜାଳମୟ ଜୀବନର କାନଭାସରେ ତାଙ୍କ ପ୍ରତିଛବି ଏମିତି ନିଖୁଣ ଆଉ ସୁନ୍ଦର ଭାବରେ ଆନ୍ତରିକତାର ଅଲିଭା କାଳିରେ ଆଙ୍କି ହୋଇ ଯାଇଛି ଯେ ଯେତେ ଘାତ ପ୍ରତିଘାତର ଝଡ ବର୍ଷା ଆସିଲେ ମଧ୍ୟ ତାହା ସେଇମିତି ଅଲିଭା ହୋଇ ରହିଥିବ ।
Loading comments…
Loading comments…