English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଅଲିଭାକାଳି
21 storys
ବ୍ୟସ୍ତ ଜୀବନର କିଛି ଅଭୁଲା ସ୍ମୃତି
Anita Dash · 3 min read · 227 reads
ମୋ ଜଞ୍ଜାଳମୟ ଜୀବନର କାନଭାସରେ ତାଙ୍କ ପ୍ରତିଛବି ଏମିତି ନିଖୁଣ ଆଉ ସୁନ୍ଦର ଭାବରେ ଆନ୍ତରିକତାର ଅଲିଭା କାଳିରେ ଆଙ୍କି ହୋଇ ଯାଇଛି ଯେ ଯେତେ ଘାତ ପ୍ରତିଘାତର ଝଡ ବର୍ଷା ଆସିଲେ ମଧ୍ୟ ତାହା ସେଇମିତି ଅଲିଭା ହୋଇ ରହିଥିବ ।
Others
ବିଶ୍ଵାସ
ଵଳରାମ ତରାଈ · 1 min read · 209 reads
ଅନ୍ୟ ଜଣେ ବନ୍ଧୁ କହିଲେ ତୁମେ କାଳି ମାତାଙ୍କ ପୁଜା କର, ତୁମକୁ ସେ ସବୁ ଦୁଃଖ ଅସୁବିଧାରୁ ମୁକ୍ତି କରିଦେବେ । ଲୋକଟି କୃଷ୍ଣ ମୂର୍ତ୍ତିକୁ ମନ୍ଦିରରୁ ଉଠାଇ ଉପରେ ଥିବା ଏକ ଥାକରେ ରଖିଦେଲା । ପୁନଶ୍ଚ ବଜାର ଯାଇ କାଳି ମାତାଙ୍କ ମୂର୍ତ୍ତି ଆଣି ମନ୍ଦିରରେ ରଖି ପୁଜା କଲେ ।
Inspirational
ଚମ୍ପା
Pramila Sahoo · 2 min read · 7.4K reads
ଯାଆ ସେ ପୋଡ଼ା ମୁହିଁ କାଳି ଚମ୍ପାକୁ କହିଦେ ଟିକେ ଭଲ କରି ପୋଖରୀ ତୁଠରେ ଯାଇ ହଳଦୀ ଲଗାଇ ଦେଉ ମୁହଁରେ।
Abstract
କାଳି ଝିଅ କଳସୀ
କାଳି ଝିଅ କଳସୀ
Golak Bihari Sahoo · 3 min read · 7.5K reads
ଏବେ ବି କନ୍ୟା ଭୃଣହତ୍ୟା, ଶିଶୁଙ୍କୁ ଚେଙ୍କ ଦେଇ ରୋଗର ନିରାକରଣ, ଝଡାଫୁଙ୍କରେ ରୋଗ ନିରାକରଣ, ନାରୀ ନିର୍ଯ୍ୟାତନା, ପୁରୁଷର ଧର୍ଷଣ ପ୍ରବଣତା, ଧନ ଓ ବାହୁବଳରେ ପ୍ରାଧାନ୍ୟତା, କାଳି ଝିଅ ପ୍ରତି ମନର ବିତୃଷ୍ଣା ଇତ୍ୟାଦି ଅନେକ ବିକୃତ ଚିନ୍ତାଧାରାର ଆମେ ଅଧୀନ ହୋଇ ରହିଛେ। ଏଭଳି ଜୀବନରେ ସ୍ୱାଧୀନତାର ସ୍ୱାଦ ପାଇବା କେଉଁଠୁ? ଅଜ୍ଞାନତା ଓ ଅନ୍ଧକାରରେ ପ୍ରଭାବିତ ହୋଇ ରହିଲେ ସ୍ୱାଧୀନ ଚେତନାର ପରିପ୍ରକାଶ ହେବ କେମିତି? ସ୍ୱାଧୀନତା ଦିବସ ପାଳନ ଅବସରରେ ଏହି ଛୋଟ ଗଲ୍ପଟି "କାଳି ଝିଅ କଳସୀ"
Inspirational
ଚୋରାବାଲି
sushama Parija · 5 min read · 7.2K reads
ଆନୁଷଙ୍ଗିକ କାଗଜପତ୍ର କରି ଦେଖାଇଥିଲେ ମେଡିସିନ୍ ସ୍ପେଶାଲିଷ୍ଟଙ୍କୁ।
Inspirational
ଅଯୋଗ୍ୟ
Kiran Mishra · 4 min read · 470 reads
ବଡ଼ ପୁଅ ଧୀରେ ଧୀରେ ବାପାଙ୍କର ସ୍ବପ୍ନକୁ ସାକାର କରିବାର ପ୍ରୟାସ କରୁଥାଏ । ଯେଉଁ ଦିନ ସିଦ୍ଧାନ୍ତ ଇଂଜିନିୟରିଂ ପଢି ଗୋଟିଏ ଭଲ କମ୍ପାନୀରେ ଚାକିରୀ ପାଇଗଲା ସେଦିନ ସେମେଶ ବାବୁ ଖୁସିରେ ଫାଟି ପଡ଼ିଥିଲେ । କିନ୍ତୁ ମା ଅଲିଭା ଖୁସୀ ଭିତରେ ବି ଦୁଃଖକୁ ଭୁଲି ପାରୁନଥିଲେ । ଶଶାଙ୍କ ଯିବା ଆଠ ବର୍ଷ ହୋଇଗଲା ବୋଲି ଗଣୁଥିଲେ । ଦିନେ ସିଦ୍ଧାନ୍ତ ଟି.ଭି ରେ ବସି କ୍ରିକେଟ୍ ମ୍ୟାଚ୍ ଦେଖୁଥାନ୍ତି । ରାଜ୍ୟସ୍ତରୀୟ ଖେଳ ଚାଲିଛି । ସିଦ୍ଧାନ୍ତକୁ ଲାଗିଲା ତା ଭିତରେ ସେ ଶଶାଙ୍କକୁ ଦେଖୁଛି । ହେଲମେଟ ପିନ୍ଧା ବ୍ୟାଟିଙ୍ଗ କରୁଥିବା ପିଲାଟିଏ ଭିତରେ ସେ ଯେମିତି ଭାଇ ଶଶାଙ୍କକୁ ଦେଖୁଥିଲା । ବାପାଙ୍କୁ ଡାକି କହିଲା, --ବାପା ଦେଖିଲେ,ସେ ପିଲାଟି ଆମ ଶଶାଙ୍କ ଭଳି ଲାଗୁନି ! ବାପା ବି ଦେଖିଲେ ଓଡ଼ିଶା ତରଫରୁ ଖେଳୁଥିବା ଖେଳାଳିମାନଙ୍କ ଭିତରେ ଗୋଟିଏ ପିଲା ଶଶାଙ୍କ ଭଳି ଟିକେ ଟିକେ ଲାଗୁଛି ।
Inspirational
Loading…
Next page →