by Sachidananda Kar ✓ · 4 Aug 2021
ଚୌକି ଥିବାରୁ ସିନା ହାଏ, ହାଲୋ, ଗୁଡ୍ ମର୍ଣ୍ଣିଂ, ନମସ୍କାର ମିଳୁଥିଲା।ଚେଲା ଚାମୁଣ୍ଡା ଚାରିପଟେ ବେଢି ରହୁଥିଲେ।ପ୍ରିୟ, ପରିଚିତ ସମସ୍ତେ କହୁଥିଲେ ସେ କୁଆଡ଼େ ତାଙ୍କର ଭାରି ନିଜର।ହେଲେ ଏବେ ସେସବୁ ତାଙ୍କୁ ସ୍ୱପ୍ନ ପରି ଲାଗୁଥିଲା।
Loading comments…
Loading comments…