Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଚୌକି
6 storys
ପାଗଳ ନୀଳମଣି
Shiba Charan Mahapatra · 5 min read · 455 reads
ତେବେ କଣ ଗାଁ ଲୋକମାନେ ଯାହା ଫୁସୁର ଫାସର ହେଉଛନ୍ତି ସେସବୁ ସତ ..?? *" ମୁଁ ପାଗଳ ନୀଳମଣି..!! "*
Tragedy
ସେଇ ଝିଅଟି
Kisho Raj · 7 min read · 551 reads
ମୁଁ ପଛ ସିଟ୍ ରେ ବସି ପଡ଼ିଲି। ସେ drive କଲା। ସ୍କୁଟିରେ, ଫୁଲେଇ ସହ ମୋର ପ୍ରଥମ short drive।
Romance
ଦାୟିତ୍ୱ ଓ କର୍ତ୍ତବ୍ୟ
Lokanath Rath · 6 min read · 269 reads
ଅବିନାଶ ବାବୁ ସେଠାରୁ ବାହାରି ଘର ବାହାରକୁ ଚାଲିଗଲେ | ଆକାଶ ସେଇ ଅଗଣାରେ ପଡିଥିବା ଚୌକିରେ ବସି ପଡିଲା | ଅନିତା ନିଜର ବଡ଼ ବଡ଼ ଦୁଇଟି ସୁଟକେଶ ଧରି ରାଗରେ ସେହି ଘରୁ ବାହାରି ବାହାରକୁ ଚାଲିଗଲା |
Tragedy
ଚୌକି
Sunanda Mohanty · 2 min read · 370 reads
ପିଲାଙ୍କ ଦୁଷ୍ଟାମୀରେ ସାର ବିରୋଧ କଲେ ମୁଁ କେବେ କିଛି ଭାବୁନଥିଲେ ବି ସେଦିନଠୁ ଆଉ ଯାଇନଥିଲି ତାଙ୍କ ଘରକୁ, ଏମିତିକି ଛାତ ଉପରେ ଥିବା ଶୁଖିଲା ଗେଣ୍ଡୁ ଫୁଲ ଦିଟା ଦେବାକୁ ପରୋକ୍ଷରେ ମନା କରିଦେଇଥିଲି l
Children
ଚୌକି ନଥିଲା ବୋଲି
Sachidananda Kar · 2 min read · 192 reads
ଚୌକି ଥିବାରୁ ସିନା ହାଏ, ହାଲୋ, ଗୁଡ୍ ମର୍ଣ୍ଣିଂ, ନମସ୍କାର ମିଳୁଥିଲା।ଚେଲା ଚାମୁଣ୍ଡା ଚାରିପଟେ ବେଢି ରହୁଥିଲେ।ପ୍ରିୟ, ପରିଚିତ ସମସ୍ତେ କହୁଥିଲେ ସେ କୁଆଡ଼େ ତାଙ୍କର ଭାରି ନିଜର।ହେଲେ ଏବେ ସେସବୁ ତାଙ୍କୁ ସ୍ୱପ୍ନ ପରି ଲାଗୁଥିଲା।
Tragedy
ଜେଜେଙ୍କ ଚୌକି
Trushna Das · 3 min read · 431 reads
ମୋ ଜେଜେବାପାଙ୍କ ବାପାଙ୍କୁ ଡରାଇଲେ। ହେଲେ ମୋ ଜେଜେବାପା ନିଜ ଜିଦ ରେ ରହି ସେଇ ଚୌକି ଉପରେ ରାଜା ପରି ବସି କହିଲେ ମାରିବାର ଅଛି ପଛେ ମାରି ଦିଅ ହେଲେ ମୁଁ ତୁମମାନଙ୍କ ଉଠରେ ମୁଣ୍ଡ ନୁଆଁଇବି ନାହିଁ।
Abstract