by Lokanath Rath ✓ · 30 Sept 2021
ଅବିନାଶ ବାବୁ ସେଠାରୁ ବାହାରି ଘର ବାହାରକୁ ଚାଲିଗଲେ | ଆକାଶ ସେଇ ଅଗଣାରେ ପଡିଥିବା ଚୌକିରେ ବସି ପଡିଲା | ଅନିତା ନିଜର ବଡ଼ ବଡ଼ ଦୁଇଟି ସୁଟକେଶ ଧରି ରାଗରେ ସେହି ଘରୁ ବାହାରି ବାହାରକୁ ଚାଲିଗଲା |
Loading comments…
Loading comments…