by Lopamudra Parida ✓ · 23 Jun 2021
ମୋ ହସରେ ଚିନ୍ତା ଆଉ ଧରିପକେଇଥିବା ମିଛ ଆଶ୍ୱାସନା ଆଉ ସାନ୍ତ୍ୱନା ସହ ଭରସା ବୋଳା ସ୍ନେହ ପାଇଁ । ସେପଟେ ହସ , ଲଢିଥିବା ,ଲଢୁଥିବା ଆଉ ଢାଲ ପରି ଠିଆ ହବାର ପଣ ନେଇ । ଇଏ ହେଲେ ମୋ ବାପା ।
Loading comments…
Loading comments…