by Birakishore Nayak ✓ · 11 Jan 2022
ରାଧାର ଭାବନାର ଅନ୍ତ ନଥିଲା, ଗାଆଁରେ ପହଞ୍ଚିଲେ, ପୁଣି କେମିତି ତାଙ୍କର ଜୀବନ କଟିବ, ଆଗକୁ ଚିନ୍ତା କରିପାରୁନଥିଲା ସିଏ | କେତେବେଳେ ଯେ ଭାବନା ଭିତରେ ନିଦ ଲାଗିଯାଇଛି ଜାଣିପାରିନି |
Loading comments…
Loading comments…