Loading…
ସମସ୍ତେ ଭାବନ୍ତି, ଝିଅମାନଙ୍କର ଧର୍ମ ମାଆବାପାଙ୍କର ସେବା କରିବା, ବୋହୁମାନଙ୍କର ଧର୍ମ ଶାଶୁମାନଙ୍କର ସେବା କରିବା l ଆଉ ପୁଅମାନେ କ’ଣ କରିବେ ? ସେଇଟା ହିଁ ଭୁଲ ମାନସିକତା l ଯେମିତି ମାଆବାପାଙ୍କର ସେବା କରିବା ପୁଅ ଝିଅ ଉଭୟଙ୍କର କାମ, ସେମିତି ଶାଶୁ-ଶ୍ୱଶୁରଙ୍କ ସେବା କରିବା ପୁଅ ବୋହୁ ଉଭୟଙ୍କର କାମ l
Comments
Loading comments…