by Pramod Kumar Jena ✓ · 12 Jul 2019
ସନ୍ଧ୍ୟାକୁ ପୁଣି ଥରେ ଆସିବା ପାଇଁ କହି ଆସିଥିଲେ । ଏବେ ଦେଖନ୍ତି ତ ଜେଜେ ଘୋଡି ଘାଡି ହୋଇ ଶୋଇଛନ୍ତି । ଜେଜେ ମାଆ ଗୋଡ ଘଷୁଛନ୍ତି । ହଠାତ୍ ପାଟି ଶୁଣାଗଲା, ଆଇସ୍କ୍ରିମ୍.... ଆଇସ୍କ୍ରିମ୍.... ଖରାଦିନିଆଁ ଦି ପହରେ ଏ ଡାକଟି..
Loading comments…
Loading comments…