ମାମୁଁ ଘରକୁ ଭାଇ ଭଉଣୀ ଦୁହେଁ ଚାଲି ଯିବାକୁ ନିଷ୍ପତି ନେଲା ବେଳକୁ ବାପା ମନା କରନ୍ତି । କଣ ବା କରିବ ସେ ବାପାଙ୍କ ମୁହଁକୁ ଦେଖିଲା ବେଳବୁ ମନ ଭାଙ୍ଗିଯାଏ । ନିଜେ ସବୁ ଦୁଃଖ ସହି ସାନ ଭଉଣୀକୁ ସୁଖରେ ରଖିବ ପାଠ ପଢାଇବ କେତେ କଥା ମନରେ ଭାବିଯାଏ । ଭାବନା ଭିତରେ ଦୁଇଧାର ଆଖିରୁ ଗରମ ଲୁହ ଝରଣା ପରି ଝରି ଚାଲିଥାଏ ।
Loading comments…