by Sunil Bastia ✓ · 24 Jun 2021
ଖୁଦ ଖାଇବନି ବୋଲି ଉପାସ ଶୋଇଲା କାଲି ରାତିରେ। ବାପ ହେଇ ପୁଅକୁ ଦାନା ଗଣ୍ଡେ ଦବାକୁ ଅସମର୍ଥ। ଧିକ୍ ମୋ ବାପ ପଣିଆ। ମୋର ଏ ବାପ ଜୀବନ ଜିଇଁବାର କିଛି ବି ଅଧିକାର ନାହିଁ।
Loading comments…
Loading comments…