by Satyabati Swain ✓ · 30 May 2021
ଯେତେ ଥର ଗାଆଁକୁ ଯାଇଛି ସେ ଗାଆଁ ମଝି ଭଙ୍ଗା କୋଠା ଘର ପ୍ରତି ଆକର୍ଷଣ ମୋର ଅଧିକ ବଢିଛି । ଯେମିତି ଲାଗେ ସେ ଘର ଭିତର ମୋର ଭାରି ଚିହ୍ନା । ସେଠି ଯେଉଁ ଲୋକ ଥିଲେ ହୁଏତ ମୋର ଖୁବ୍ ଆପଣାର ।
Loading comments…
Loading comments…