by anusaya Raut ✓ · 21 Jul 2021
ଏତେ ଦିନର ଦୂରତା ପରେ ପୁଅକୁ ପାଇ ଖୁସିରେ ଆତ୍ମବିଭୋର ହୋଇଗଲା ସେ l ଏତେ ଦିନ ଧରି ସାଇତି ରଖିଥିବା ସ୍ନେହ ଆଦରର ପସରlକୁ ଅଜାଡି ପକେଇଲା ପୁଅ ରୋନକ ଉପରେ l କୁଣ୍ଡେଇ ପକେଇଲା ସେ l
Loading comments…
Loading comments…