by Ambuja Mohanty ✓ · 10 Jul 2021
ମାଆ ବଡ଼ବୋଉ ଠାରୁ ଶିଖିଥିବା ପାରମ୍ପରିକ ପିଠା ସବୁ ତିଆରି କରି ବସିଲା ସେ। କାକରା ପିଠା ବାସ୍ନାରେ ନିଦ ଭାଙ୍ଗିଲା ବିନୟର। ଆରେ ଏ କଣ ଆଜି ସକାଳୁ ଘରେ ଠିକ୍ ଓଡ଼ିଶା ଘର ପରି ବାସ୍ନା। ତର ତର ହୋଇ ରୋଷେଇ ଘରକୁ ଆସି ଦେଖିଲା ସ୍ବିଟିକୁ।
Loading comments…
Loading comments…