StoryMirror - Read, Write, Share & Repeat- ଭିନ୍ନ ଏକ ଖୁସିଓଡ଼ିଆ ଗଳ୍ପ ଓ କବିତା - ୨ · 1 min read · 1.7K readsଶୁଣ ମୋର ଗୋଟିଏ ବୋଲି ପୁଅ । ବିଦେଶରେ ଅଛି । ତୁ ଭଗବାନଙ୍କୁ ଡାକେ ମୋ ପୁଅ ଭଲରେ ରହୁ ।Inspirational
- ଏ ସନ ରଜMaitreyee Kamila · 1 min read · 519 readsଆଜି ସଂକ୍ରାନ୍ତି ଆର ସନ ରଜକୁ ଆମ୍ବ ଗଛର ଆମ୍ବ ବେପାରୀ ସବୁ ନେଇ ନେଇ ଥକିଲେ।ବାଡିରୁ ସପୁରୀ ପଣସ ବନ୍ଧୁ ପଣିଆରେ ଗଲା। ଆଉ ଆଗକୁ ଭାବି ପାରିଲାନି ଲୁହ ଦି ଥୋପା ଗଡି ଆସିଲା, କାନି ରେ ଆଖି ପୋଛୁଛି ଦେଖିଲାତା ଝିଅ ଓଲ୍ହାଉଛି ନାତି ନାତୁଣୀ କୁ ନେଇ, ମା ଦୁଃଖ ସହିନପାରି ପୋଡ଼ପିଠା କାକରା ମଣ୍ଡା ସପୁରୀ ପଣସ ଆମ୍ବ ସବୁ ସଜାଡି ଗାଁ କୁ ଆସି ପହଁଚିଲା। କହିଲା ମା ସବୁ ଥର ରଜ ଭାର ତୁ ପଠେଇ ଥାଉ ଏ ବର୍ଷ ମୋ ହାତରୁ ପିଠା ଖଣ୍ଡେ ଖାଇ ଦେଖ।ହାତ ଠାରି ଡାକିଲା ମାଣିଆ ବୋଉ ଆଉ ସୁକୁଟା ବା କୁ । ମାଣିଆ ବୋଉ ଆଖିରେ ଲୁହ, ନେତି ଆଇକୁ ଅନେଇ କହୁଛି ;କଣ ଆଉ ଭାବୁଛୁ ସବୁ ଦିନ ସମାନ ନୁହେଁ ଲୋ ବତାସ କିଛି ନେଇଯାଏ ପୁଣି କିଛି ଦେଇଯାଏ ।Tragedy

ସହର ସହର ବାସୁଛିSatyabati Swain · 3 min read · 371 readsମୁଁ ଆଶ୍ଚର୍ଯ୍ୟ ହେଲି ନାହିଁ । କାରଣ ଆସିଲା ବେଳେ ଦେଖିଲି ଆମ ଗାଁ ଛକଟି ଗୋଟିଏ ଛୋଟକାଟିଆ ବଜାର ପରି ଲାଗୁଛି । ଆମ ବେଳେ ଯେଉଁଠି ଗୋଟିଏ ଚାଳ ଛପର ବନାନାଙ୍କ ଚା ଦୋକାନଟିଏ ଥିଲା ଆଜି ସେଠି ଔଷଧ ଦୋକାନ ଠାରୁ ଆରମ୍ଭ କରି ଟିଭି,ବାଇକ ,ମୋବାଇଲ ଅତ୍ୟାଧୁନିକ ଷ୍ଟାଇଲର ଦୋକାନ ହୋଇଛି । କମ୍ପ୍ୟୁଟର ଶିକ୍ଷା ଦିଅ ଯାଉଛି । ଏଟିମ ଟିଏ ବି ଅଛି । ସେଠି ଖାନା ଖଜାନା ଦୋକାନ କି ପିଜା ମିଳିବା କିଛି ବିଚିତ୍ର ନୁହେଁ ।
ଆଉ ବବୋଉ ଆମ୍ବ ଗଛରେ ସାଇକେଲ ଟ୍ୟୁବ ବାନ୍ଧି ବାଉଁଶ ଦୋଳି ଲାଗିଛି ତ । ମୁଁ ଯାଉଛି ଟିକେ ଫିଙ୍ଗା ମାରି ଖେଳିବି । ଅନେକ ଦିନ ହେବ ବାଉଁଶ ଦୋଳି ଖେଳିନି । ବବୋଉ ପୁଣି ମନ ଦୁଃଖ କରି କହିଲେ ଆଲୋ ମା ତୁ କେଉଁ ଯୁଗରେ ଅଛୁ କି ବିନି?ବାତ୍ୟା କଣ କିଛି ଗଛ ରଖିଛି । ତିନ୍ତୁଳି ଗଛ ଟା ଅଛି ଯେ ସେଠି ଦୋଳି ଖେଳିବି କିଏ ? ବୁଢ଼ାଠୁ ପିଲା ଯାଏ ପରା ଅହରହ କଣ ଫୋନ୍ ଧରି ଖେଞ୍ଚାଖେଂଚି କରୁଛନ୍ତି । କିଛି ଗୋଟେ କିଣିବାକୁ ଚାହିଁଲେ ସେଇ ଫୋନ୍ ରେ କିଣୁଛନ୍ତି । ଆଛା ମା କହିଲୁ ଏଡ଼େ ବଡ଼ ବଡ଼ ଜିନିଷ ପୋଷାକ ବହି ଯାହା ଚାହିଁବ ତାହା ଏଇ ବକଟେ ନାକୁ ଫୋନ୍ ଭିତରେ କେମିତି ଆଉଚି ? ହଁ ତୁମ ବେଳ ମଂଜୁଆତି ପତ୍ର ବାଟି ଆଉ କଣ ହାତ ପଚଉଛି କିଏ । କି ସୁନ୍ଦର ପୁଡ଼ିଆ ଭିତରେ ଅଛି ମେହେନ୍ଦି ବୋଲି କଣ ରସ ସେଇଆକୁ କିଣି ବା ଲଗାଉଛନ୍ତି । ବୁଝିଲୁ ବିନି ଆଗେ ଯିଏ କିଣି ଖାଉଥିଲେ ତାଙ୍କୁ ଗରିବ ଗୁରିବା କହୁଥିଲେ । ଏବେ ଯିଏ କିଣି ଖାଉଛନ୍ତି ସେମାନେ ବା ବଡ଼ ଲୋକ ! ପଇସା ଵାଲା !
ମନେ ଅଛି ରଜ ହେଁସ କେମିତି ପଡୁଥିଲା ! ପାଲି, ଚାସ୍,କଉଡ଼ି ଖେଳରେ ଦିନ ନଉଁଥିଲା । ବିଲୁଆ ଡାକିଲେ ରଜରେ ଆଉ ଖିଆ ହେଉନଥିଲା । ମନେ ଅଛି ନା ବିନି ତୋର ବାଇଗଣ, ବଡ଼ି,ଆଳୁ ସୋରିଷ ପକା ରାଇ କଥା!!ଏବେ ଏସବୁ କିଛି ନାଇଁ ଲୋ ମା । ପ୍ରଥା ପରମ୍ପରା ଦିନକୁ ଦିନ ସବୁ ବୁଡ଼ିଲାଣି ।Inspirational- ଆମ ଗାଆଁରେ ହୋଲିAmarnath Barick · 4 min read · 120 readsଆମ ଗାଆଁରେ ହୋଲିDrama
- ଆମେରିକାରେ ପୋଡ଼ ପିଠାର ମହକବଳରାମ ବାରିକ · 4 min read · 669 readsସୁଦୁର ଆମେରିକାରେ ସେ ଓଡ଼ିଆ ଭାଷା ଶିଖିକି କରିବ ବା କଣ ??Others
- ପିଠା ଠାକୁରAnuradha Dey · 4 min read · 204 readsପୋଖରୀ ପାଖରେ କାହିଁକି ପିଠା ଦେବେ!, ଦେଖାଯାଉ କ’ଣ ହଉଚି। ସେଠି ପହଞ୍ଚି ଯାହା ଶୁଣିଲି, ମୋ ପିଠା ଖାଇବା ଲୋଭ ଉଭେଇ ଗଲା। ଶୁଣିଲୁ ତାଙ୍କ ଠୁ ସେଇଟା ପିଠା ନୁହଁ, “ପିଠା ଠାକୁର” ।Others
Loading…