by Madhabi Patel ✓ · 14 Jan 2021
ଏ ବାବୁକୁ ମୁଁ କେତେ ନେହୁରା ହେଇଥିଲି, ତା ଗାଡିରେ ଟିକେ ନେଇ ଦିଅ ବୋଲି ହେଲେ ନଶୁଣି ଚାଲିଗଲା । ସେତେବେଳେ ଝିଅଟାର ଚେତା ଥିଲା । ଠିକ୍ ସମୟରେ ହସପିଟାଲରେ ପହଞ୍ଚିଥିଲେ । ତାର ଏ ଅବସ୍ଥା ହେଇନଥାନ୍ତା ।
Loading comments…
Loading comments…