Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ନେହୁରା
4 storys
ଦୁଃଖୀ ମଣିଷର ଦୁଃଖ
Jhunu swain · 1 min read · 105 reads
ଗୋଟିଏ ଦୁଃଖୀ ମଣିଷର ଦୁଃଖ କେଵଳ ଗୋଟିଏ ଦୁଃଖୀ ମଣିଷ ହିଁ ବୁଝି ପାରିବ
Others
ଦୁର୍ଘଟଣା
Madhabi Patel · 5 min read · 249 reads
ଏ ବାବୁକୁ ମୁଁ କେତେ ନେହୁରା ହେଇଥିଲି, ତା ଗାଡିରେ ଟିକେ ନେଇ ଦିଅ ବୋଲି ହେଲେ ନଶୁଣି ଚାଲିଗଲା । ସେତେବେଳେ ଝିଅଟାର ଚେତା ଥିଲା । ଠିକ୍ ସମୟରେ ହସପିଟାଲରେ ପହଞ୍ଚିଥିଲେ । ତାର ଏ ଅବସ୍ଥା ହେଇନଥାନ୍ତା ।
Tragedy
ତେଜ୍ୟ
Soumya Shubhadarshinee · 4 min read · 234 reads
ବୋଉ ବି ନେହୁରା ହେଇଥିଲା ନନାଙ୍କ ପାଖରେ । ଝିଅର ସୁଖଠୁ ବଳି କିଛି ନାହିଁ ଏ ଦୁନିଆରେ । କିନ୍ତୁ ନନା ବୁଝି ଅବୁଝା ହେଲେ । ଜାତି ଭାଇଙ୍କ ଭିତରେ ମୁଣ୍ଡ ନୁଆଁଣିଆ କରି ଜୀଇଁବାର ଲଜ୍ଜ୍ୟାତକ ଢ଼ୋକି ନେଲେନି ।
Tragedy
ଚାଷୀ
Pravanjan Dash · 2 min read · 307 reads
ମାଗୁଣି କେତେ କାହାକୁ ନେହୁରା ହେଲା। ବାରମ୍ବାର ବ୍ଲକକୁ ଯାଇ ଆପତ୍ତି ଅନୁରୋଧ କଲା। ହେଲେ ମିଳିଲା କେବଳ କିଛି ଶୁଖିଲା ପ୍ରତିଶୃତି।
Others