by Soumya Shubhadarshinee ✓ · 29 Jan 2021
ବୋଉ ବି ନେହୁରା ହେଇଥିଲା ନନାଙ୍କ ପାଖରେ । ଝିଅର ସୁଖଠୁ ବଳି କିଛି ନାହିଁ ଏ ଦୁନିଆରେ । କିନ୍ତୁ ନନା ବୁଝି ଅବୁଝା ହେଲେ । ଜାତି ଭାଇଙ୍କ ଭିତରେ ମୁଣ୍ଡ ନୁଆଁଣିଆ କରି ଜୀଇଁବାର ଲଜ୍ଜ୍ୟାତକ ଢ଼ୋକି ନେଲେନି ।
Loading comments…
Loading comments…