by Sumitra Nayak ✓ · 11 May 2022
ଆମ୍ଭେ ଦୁହେଁ ଅନାଥ , ଦୂରାନ୍ତକୁ ବାହାରି ପଡିଲୁ । ବୁଢୀ ମାଆକୁ ଧରି ମୁଁ ଆଗକୁ ଚାଲିଲି । ଜାଣିନି କୁଆଡେ ଯିବୁ । କିନ୍ତୁ ଏତିକି ଜାଣିଛୁ ଆମକୁ ନିଜଠୁ ଦୂର କରିବା ପାଇଁ ଇଚ୍ଛା ରଖିଥିବା ମଣିଷ ଠୁ ଦୂର ବହୁ ଦୂରକୁ ଚାଲିଯିବୁ ।
Loading comments…
Comments
Loading comments…