by Madhabi Patel ✓ · 2 Feb 2022
ରିପୋର୍ଟରଙ୍କ ପ୍ରଶ୍ନ ଶୁଣି ଏଲିନା ଟିକେ ମୁରୁକି ହସିଲେ । ସେ ଓଡିଆ ଭାଷାରେ କହିଲେ । ତୁମେମାନେ ମତେ ବିଦେଶିନୀ ଭାବୁଛ? ହେଲେ ମୁଁ ବିଦେଶିନୀ ନୁହେଁ । ମୁଁଜଣେ ଓଡିଆ । ମୋର ଘର ପଶ୍ଚିମ ଓଡିଶାର ଜରାବଗା ଗାଆଁରେ ।
Loading comments…
Loading comments…