by Pallabi Das ✓ · 1 Jul 2019
ବସ୍ ଚାଲିବା ଆରମ୍ଭ କରିଛି କି ନାହିଁ ମୋର ନିଦୁଆ ଆଖି ଦିଟା ଢୋଳେଇବା ଆରମ୍ଭ କରିଦେଲା । ପାହାନ୍ତା ହୋଇଥିବାରୁ ରାସ୍ତା ଘାଟରେ ବେଶି ଗାଡି ମୋଟର ଚାଲିବା ଆରମ୍ଭ କରି ନଥାଏ ବସ୍ ଟି ବେଶ୍ ଧିମା ଧିମା ଗତିରେ ଚାଲୁଥାଏ, "ପାଣି ଓହଳା" ନାମକ ଛୋଟ ପାହାଡ ଉପରେ କୁହୁଡ଼ି ଭିତରେ ।
Loading comments…
Loading comments…