by Sunil Bastia ✓ · 6 Nov 2021
ମତିଭ୍ରମ ହେଲାଣି ବୋଧହୁଏ ତୋର। ବାମନ ହେଇ କ'ଣ ପାଇଁ ଚନ୍ଦ୍ରକୁ ହାତ ବଢଉଛୁ। କ'ଣ ପାଇଁ ଅସୁବିଧାରେ ପଡ଼ିବାକୁ ଚାହୁଁଛୁ। ଗୋଲାପ ଫୁଲ ହେବା ଏତେ ସହଜ କଥା ନୁହେଁ।
Loading comments…
Loading comments…