by Pratima Das ✓ · 20 Oct 2019
ଶ୍ରାବଣୀ ଓ୍ବାନ ବିଏଚକେ ଫ୍ଲାଟର ଟିକି ବ୍ଲାଲକୋନି କାନ୍ଥକୁ ମୁଣ୍ଡ ଢେରା ଦେଇ ବସିଛି । ଶରୀର ଯେପରି ସମସ୍ତ ଶକ୍ତି ହରାଇ ଦେଲାଣି । କୁଆଡେ ଗଲା ସେ ମଧୁର ଦିନ......... । ଅତୀତକୁ ଫେରି ଯାଉଥିଲା ଶ୍ରାବଣୀ
Loading comments…
Loading comments…