English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଶ୍ରାବଣୀ
18 storys
ଅକିଞ୍ଚନ
Arati Sahoo · 7 min read · 14.4K reads
ଏହିଭଳି ଦୁଃଖରେ ଜର୍ଜରିତ ହୋଇ ବାପା ମଧ୍ୟ ତାକୁ ଓ ଶ୍ରାବଣୀକୁ ଭାଇ ଭାଉଜଙ୍କ ତାଚ୍ଛଲ୍ୟ ଓ ଅଣହେଳା ମଝିରେ ଛାଡି ଇହଲୀଳା ସମ୍ବରଣ କରନ୍ତି।
Inspirational
ଶ୍ରାବଣୀର ଇତିକଥା
NIBEDITA MOHAPATRA · 5 min read · 568 reads
ବୋଉକୁ ସେ କହିବାକୁ ଚାହୁଁଥିଲା ଶ୍ରାବଣୀ ଆତ୍ମହତ୍ୟା କରିନି ତାକୁ ହତ୍ୟା କରାଯାଇଛି ହେଲେ ତା ପାଟିରୁ...
Horror
ଘର୍କି ମୂର୍ଗୀ
Pratima Das · 5 min read · 537 reads
ଶ୍ରାବଣୀ ଓ୍ବାନ ବିଏଚକେ ଫ୍ଲାଟର ଟିକି ବ୍ଲାଲକୋନି କାନ୍ଥକୁ ମୁଣ୍ଡ ଢେରା ଦେଇ ବସିଛି । ଶରୀର ଯେପରି ସମସ୍ତ ଶକ୍ତି ହରାଇ ଦେଲାଣି । କୁଆଡେ ଗଲା ସେ ମଧୁର ଦିନ......... । ଅତୀତକୁ ଫେରି ଯାଉଥିଲା ଶ୍ରାବଣୀ
Tragedy
ଶ୍ରାବଣର ସ୍ମୃତି
Aravinda Das · 3 min read · 567 reads
ବିନୋଦ ହ୍ବାଟ୍ସଅପରେ ଶୁଶାନ୍ତର ମେସେଜ୍।ଶ୍ରାବଣୀ'ର ଫେସବୁକ ପ୍ରୋଫାଇଲ ଫଟ ପଠାଇଛି ଶୁଶାନ୍ତ।
Comedy
ତୁମ ଅପେକ୍ଷାରେ
Jyotiranjan Sahu · 3 min read · 532 reads
କିଛିସମୟ ର ନୀରବତା କୁ ଭଙ୍ଗକରି ରାଜ୍ କହିଲେ " ଜାଣ ଏ ସାଙ୍ଗଟା ମୋର ମଣିଷ ନୁହେଁ ଦେବତାଟିଏ । କହୁଥିଲା ଜଣକୁ ଭାରି ଭଲପାଏ ତା ଜୀବନଠୁ ବଳି । କିନ୍ତୁ ଆଜି ତା ପ୍ରେମିକା ଆଖିରେ ସିଏ ଜଣେ ପ୍ରତାରକ । ତା ପ୍ରେମିକା ଜାଣେନାହିଁ ତାର ପ୍ରତାରଣା ର କାରଣ କି ଇଏବି ଜଣାଇବାକୁ କେବେ ଚେଷ୍ଟା କରିନି ତାକୁ । କେମିତି କହିବ ତାକୁ ସେ କରିଥିବା ତ୍ୟାଗ ବିଷୟରେ ।
Tragedy
ଚନ୍ଦ୍ରମାର ଦୁଃଖ
Smruti Sephali Meher · 6 min read · 503 reads
ଶ୍ରାବଣୀର ହାତ ଧରି ଶ୍ରୀକାନ୍ତ ନେଇଗଲା ଦୂର ପର୍ବତ ମାଳାର ପାଦଦେଶକୁ । ଯେଉଁଠି କୂଳୁ କୂଳୁ ନାଦରେ ବାେହି ଯାଉଥାଏ ଅମାନିଆ ଝରଣାଟିଏ । ମନାେରମ ପରିବେଶ ମନରେ ସୃଷ୍ଟି କରୁଥିଲା ନୂଆ ଉନ୍ମାଦନା । ଶ୍ରୀକାନ୍ତ ଶାଳପତ୍ରରେ ଏକ ମୁକୁଟ ତିଆରି କଲା । ଗଂଗଶିଉଳି ଫୁଲରେ ତିଆରିଲା ସୁନ୍ଦର ଏକ ମାଳା । ରଜନିଗନ୍ଧା ଫୁଲରେ ତିଆରିଲା ପାଉଁଜି । ଶ୍ରଦ୍ଧାରେ ସବୁ ତାକୁ ପିନ୍ଧାଇ ଦେଲା ।
Romance
Loading…
Next page →