by Santanu Bisoi ✓ · 30 Aug 2020
ଲୋମପାଦ କହିଲେ, ସୈନ୍ୟ ସାମନ୍ତ ନେଇ ଋଷିଙ୍କ ପାଖକୁ ଗଲେ ଭୟ ବା କ୍ରୋଧରେ ଋଷି ଅଭିଶାପ ଦେଇ ପାରନ୍ତି। ହେ ଚତୁର ମନ୍ତ୍ରୀ! ଋଷିଙ୍କୁ ଅଙ୍ଗ ରାଜ୍ୟକୁ ଅଣାଇବାର ରାସ୍ତା ବତାଅ। ମନ୍ତ୍ରୀ କହିଲେ ରାଜନ୍, ମୁଁ ଏହାର ବନ୍ଦୋବସ୍ତ କରୁଅଛି।
Loading comments…
Loading comments…