English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଶୃଙ୍ଗପୂଜା
74 storys
ଗିରିପୂଜା
Santanu Bisoi · 6 min read · 91 reads
ଲୋମପାଦ କହିଲେ, ସୈନ୍ୟ ସାମନ୍ତ ନେଇ ଋଷିଙ୍କ ପାଖକୁ ଗଲେ ଭୟ ବା କ୍ରୋଧରେ ଋଷି ଅଭିଶାପ ଦେଇ ପାରନ୍ତି। ହେ ଚତୁର ମନ୍ତ୍ରୀ! ଋଷିଙ୍କୁ ଅଙ୍ଗ ରାଜ୍ୟକୁ ଅଣାଇବାର ରାସ୍ତା ବତାଅ। ମନ୍ତ୍ରୀ କହିଲେ ରାଜନ୍, ମୁଁ ଏହାର ବନ୍ଦୋବସ୍ତ କରୁଅଛି।
Abstract
ହିସାବ
Swagatika Mishra · 5 min read · 8K reads
କିଏ କହୁଥାଏ ଆରେ ମା ବୋଧେ କୋପ କରିଛନ୍ତି,କିଏ କହୁଥାଏ ଏଇ ରଘୁ ପୁରୋହିତ କିଛି ଅନିଷ୍ଟ ନିଶ୍ଚେ କରି ଥିବା!!କିଏ କହୁ ଥାଏ କିଛି ବେନିୟମ ହୋଇଛି ବୋଧେ
Tragedy
ଧୋକା-୨
Manoj Kumar Panda · 5 min read · 468 reads
ତୁମଠୁ କିଛି ଆଶା ତୁମ ପରିବାର କରିଛନ୍ତି.ତୁମେ ଆତ୍ମହତ୍ୟା କରି ନିଜେ ଗୋଟେ ଧୋକାବାଜ଼ ହେଇଯାଉନ ତ?
Romance
ମାନଦଣ୍ଡ
ଶିଶିର ସାହୁ ମନୋଜ · 1 min read · 342 reads
ଆଜିର ଦୁନିଆରେ କାହାକୁ ଘୃଣା ଵା ପୂଜା କରିବାର ମାନଦଣ୍ଡ ଏଇଆ ନୁହେଁ ଯେ ଅମକ ଲୋକ ଭଲ ଵା ସମକ ଲୋକ ଖରାପ l ଵରଂ ଲୋକେ ଦେଖନ୍ତି ଯେ ଲୋକଟି ସଡ଼କରେ ଅଛି ନା ଉଚ୍ଚ ସ୍ଥାନରେ ବସିଛି ।
Others
ଡିସେମ୍ବର ଗଛ
Dr Jharana Satapathy · 2 min read · 382 reads
ଆଜି ନଭେମ୍ବର ୧୮ ତାରିଖ । ଡିସେମ୍ବର ଆସିବାକୁ ଅଳ୍ପଦିନ ଅଛି । ମୋର ନଜର ପଡିଗଲା ସେହି ଚିନ୍ହଟ ଗମଲା
Abstract
କୁମାରୀର ଛାପ
Pallabi Das · 3 min read · 7.6K reads
ସାଗୁ ସହ କେତେ କଣ ଜାତି ଜାତିକା ଫଳ ସବୁ ଚକଟି ଦିଏ, ବୋହୁତ୍ ସୁଆଦିଆ ଲାଗେ l
Others
Loading…
Next page →