by Ranjit pal ✓ · 18 Aug 2019
ଇଏ କଣ ସେଇ ମୋ ମାମୁଁଘର ଗାଁ ??? ବିସ୍ମୃତିର ଗର୍ଭରୁ ଘଟଣା ଗୁଡିକ ଟାଣି ଓଟାରି ବାହାର କରିବାକୁ ଚେଷ୍ଟାକରି କେବଳ ଦୀର୍ଘଶ୍ୱାସ ହିଁ ଛାଡୁଥିଲି | ମାମୁଁଘର ଗାଁଟା ମୋ ଆଗରୁ ଯେମିତି ହଜିଯାଇଥିବାର ପ୍ରତ୍ୟୟ ହେଉଥିଲା |
Loading comments…
Comments
Loading comments…