English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ମାମୁଁଘର
9 storys
ଅଜାଙ୍କ ଗାମୁଛା
Banabihari Mishra · 4 min read · 12.1K reads
ଆମ ଗାଁର ଉପରଗଡରେ ଜଗନ୍ନାଥ ମନ୍ଦିର। କୁହାଯାଏ ସେ ମନ୍ଦିରରେ ଜଗନ୍ନାଥ ପ୍ରତିମା ପୁରୀ ମନ୍ଦିରର ପ୍ରତିମାଠାରୁ ଅଳ୍ପ ବଡ।
Others
ହଜିଗଲା ମାମୁଁଘର
Ranjit pal · 4 min read · 479 reads
ଇଏ କଣ ସେଇ ମୋ ମାମୁଁଘର ଗାଁ ??? ବିସ୍ମୃତିର ଗର୍ଭରୁ ଘଟଣା ଗୁଡିକ ଟାଣି ଓଟାରି ବାହାର କରିବାକୁ ଚେଷ୍ଟାକରି କେବଳ ଦୀର୍ଘଶ୍ୱାସ ହିଁ ଛାଡୁଥିଲି | ମାମୁଁଘର ଗାଁଟା ମୋ ଆଗରୁ ଯେମିତି ହଜିଯାଇଥିବାର ପ୍ରତ୍ୟୟ ହେଉଥିଲା |
Others
ହଜିଗଲା ମାମୁଁ ଘର
Rana Surya · 4 min read · 647 reads
ସନ୍ଧ୍ୟା ହେଲେ ଆଈ ଡିବି, ଲଣ୍ଠନ ସବୁ ପୋଛି କିରାସିନି ପକେଇ ଜଳାଇଦିଏ | ଘରେ ସତେ ଯେମିତି ଲକ୍ଷ୍ମୀ ବିରାଜିଛନ୍ତି |
Tragedy
ମୋ ଜନ୍ମଦିନ
puja pradhan · 5 min read · 276 reads
ବୋଉକୁ ଧରି ବୋହୁତ ଜୋରରେ କାନ୍ଦିଲି କହିଲି ତମେ ଜାଣିନ ସତରେ ଜର, ଥଣ୍ଡା, ମୋରି ପଛରେ ପଡିଯାଇଛନ୍ତି ମୁଁ ଯୁଆଡ଼କୁ ଯିବାକୁ କହୁଛି ସେମାନେ ଆଗରୁ ପହଁଚି ଯାଉଛନ୍ତି i ଏଥର ମୁଁ ବଡ଼ ପାଟିରେ ନକହି ତମ କାନରେ କହିବି ଯେମିତି କାହାକୁ ନଶୁଭେ
Children Stories
କେବେ ତୁମେ ନାହଁ କେବେ ମୁଁ ନାହିଁ
Sunanda Mohanty · 1 min read · 167 reads
ସୁରେଶ ସେହି ବର୍ଷ ମେଡିକାଲ ପାଇ କଲେଜ ଛାଡିଲା ବେଳେ ରୁପା ଉଦ୍ଦେଶ୍ୟରେ ଗଳ୍ପଟିଏ ଲେଖିଥିଲା "କେବେ ତୁମେ ନାହଁ କେବେ ମୁଁ ନାହିଁ "l
Romance
ମାମୁଁ ଘର ଦୋଳ ମେଳନ
sushama Parija · 3 min read · 180 reads
ମେଲଣ ପଡିଆରେ ବସି ବସି ଆମେ ଖଜା,ଶାକର, କୋରା ଖଇ ଖାଉଥିବୁ ଆଉ ଯାତ୍ରା ଦେଖୁଥିବୁ ସକାଳ ଯାଏ। ସକାଳେ ପୁଣି ଫେରିବୁ ଶଗଡିରେ ବସି ।
Inspirational
Loading…
Next page →