by puja pradhan ✓ · 1 Oct 2021
ବୋଉକୁ ଧରି ବୋହୁତ ଜୋରରେ କାନ୍ଦିଲି କହିଲି ତମେ ଜାଣିନ ସତରେ ଜର, ଥଣ୍ଡା, ମୋରି ପଛରେ ପଡିଯାଇଛନ୍ତି ମୁଁ ଯୁଆଡ଼କୁ ଯିବାକୁ କହୁଛି ସେମାନେ ଆଗରୁ ପହଁଚି ଯାଉଛନ୍ତି i ଏଥର ମୁଁ ବଡ଼ ପାଟିରେ ନକହି ତମ କାନରେ କହିବି ଯେମିତି କାହାକୁ ନଶୁଭେ
Loading comments…
Loading comments…