by Samar Ballav Bhoi ✓ · 16 May 2021
ତହସିଲଦାର ସାର୍ ଆସିଲେ ସିନା ଟିକିଏ ଦେଖା କରିବି, ସାର ଆସିଲା ମାନେ ଚେଲାଚାମୁଡା ସବୁ ଶାଗୁଣା ଭଳି ଘେରି ଯିବେ, ମୋ ପ୍ରତି କଣ ସାରଙ୍କ ନଜର ପଡ଼ିବ? କେଉଁ ବିଶେଷ ମଣିଷ କି ମୁଁ?
Loading comments…
Loading comments…