Loading…
ଗତ ଥର ସିନା କେସ୍ ରେ ହାରି ଯାଇଥିବାରୁ ସେ ଜିତିବା ପାଇଁ ଆଶା ରଖିଥିଲା । ଏଥର କିନ୍ତୁ କିଛିବି ଆଶା ନଥିଲା ଅନ୍ୟ ମାନଙ୍କଠୁ କି ନିଜଠୁ ବି । ଖାଲି ସେ ଚାହୁଁଥିଲା ଚରମ ଶାନ୍ତି ଏ ଦୁନିଆ ରୁ ମୁକ୍ତି । ବାସ୍ ନିଜ ଭେନ୍ କାଟି ଦେଇଥିଲା କିନ୍ତୁ ତା ପୂର୍ବରୁ ସେ କାମ ପାଇଁ ଏମିତି ଏକ ଯାଗା ବାଛିଥିଲା ଯୋଉଠିକି ଦିନରେ ବି ମଣିଷ ମାନେ ଯିବାକୁ ଭୟ କରନ୍ତି । ଭାବିଲା ଏଇ ପଦକ୍ଷେପ ତାର ନିଷ୍ଫଳ ହେବନି ।
Comments
Loading comments…