English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଜହ୍ନରାତି
147 storys
ଜହ୍ନ ରାତି ଆଉ ଶ୍ରଦ୍ଧା
Parameswar Ojha · 3 min read · 487 reads
ଗତ ଥର ସିନା କେସ୍ ରେ ହାରି ଯାଇଥିବାରୁ ସେ ଜିତିବା ପାଇଁ ଆଶା ରଖିଥିଲା । ଏଥର କିନ୍ତୁ କିଛିବି ଆଶା ନଥିଲା ଅନ୍ୟ ମାନଙ୍କଠୁ କି ନିଜଠୁ ବି । ଖାଲି ସେ ଚାହୁଁଥିଲା ଚରମ ଶାନ୍ତି ଏ ଦୁନିଆ ରୁ ମୁକ୍ତି । ବାସ୍ ନିଜ ଭେନ୍ କାଟି ଦେଇଥିଲା କିନ୍ତୁ ତା ପୂର୍ବରୁ ସେ କାମ ପାଇଁ ଏମିତି ଏକ ଯାଗା ବାଛିଥିଲା ଯୋଉଠିକି ଦିନରେ ବି ମଣିଷ ମାନେ ଯିବାକୁ ଭୟ କରନ୍ତି । ଭାବିଲା ଏଇ ପଦକ୍ଷେପ ତାର ନିଷ୍ଫଳ ହେବନି ।
Romance
ସ୍ବପ୍ନ
suchismita Panda · 1 min read · 371 reads
ମୋତେ ଲାଗେ ସତ ସତିକା ସବୁ ଘଟଛି ହେଲେ ଜାଗ୍ରତ ପରେ ହିଁ ସତ ମିଛର ଫରକ ବୁଝି ପାରେ । ଛାତିଟା କିଛି ସମୟ ପାଇଁ ଧକ୍ ଧକ୍ ହୁଏ ।
Comedy
ଭୈରବୀ
sumita behera · 2 min read · 177 reads
ହଁ, ଗତ ରାତିରେ ଜହ୍ନ ବି ତା'ଠୁ ନେଇଛି ଶେଷ ବିଦାୟ । ଗଲାବେଳେ କହିଦେଇ ଯାଇଛି ଆଉ ବୋଧହୁଏ ତା'ର ଆବଶ୍ୟକତା ପଡିବନି ବିପ୍ଳବର ଜୀବନରେ।
Inspirational
ଅଶରୀରୀ
Sabitri Mohapatra · 5 min read · 456 reads
ଏକାଠି ସକାଳ ହେବା ପର୍ଯ୍ୟନ୍ତ ଅପେକ୍ଷା କରି ସକାଳୁ ହିଁ ବାହାରିଲେ............ ।
Drama
ମେଘଭର୍ତ୍ତି ଆକାଶରେ ବିଜୁଳି ଚେନାଏ
ଓଡ଼ିଆ ଗଳ୍ପ ଓ କବିତା - ୩ · 7 min read · 7.3K reads
ଏବେ ଭଉଁରୀରେ ପଡ଼ି ଅଣନିଃଶ୍ୱାସୀ ହେଲାବେଳେ, ସମୟକୁ ଡାକୁଚ ! ସମୟ କାହାର ନିଜର କି ?
Classics
ଜହ୍ନ ଓ ମନ
Soumya Shubhadarshinee · 5 min read · 7.3K reads
ଜହ୍ନ କହିଲା , "ହୁଁ" ପୁରା ଠିକ୍ ପ୍ରଶ୍ନ , ଗଭୀର ଭାବେ ଭାବିବାକୁ ପଡିବ ଉତ୍ତର ଦେବାପାଇଁ ପ୍ରେମ ର ବୟସ କେତେ !!!
Romance
Loading…
Next page →