ସେଦିନ ମୁଁ ମଧ୍ୟ ଥିଲି ସେ କାର୍.ରେ ଡ୍ରାଇଭିଂ ସିଟ୍.ରେ। ଧରିନିଅ, ସେ ଦୁର୍ଘଟଣାରେ ତମର କିଛି ନ ହୋଇ ମୋର ସ୍ପାଇନାଲ୍ କର୍ଡ୍ ଡ୍ୟାମେଜ୍ ହେଇ ଯାଇଥାନ୍ତା। ତମେ ଭଲ ଥାଇ ମୁଁ ଏମିତି ତମ ଭଳି ଶଯ୍ୟାରେ ହାତଗୋଡ଼ ନ ହଲାଇ ପଡ଼ି ରହିଥାନ୍ତି, କଣ କରିଥାନ୍ତ ତମେ? ଆଉ କାହାକୁ ବାହା ହୋଇ ମୋତେ ଛାଡ଼ି ଚାଲି ଯାଆନ୍ତ? ତମେ କଣ ଭାବୁଛ ସେବା ଓ ତ୍ୟାଗ ଉପରେ କେବଳ ନାରୀମାନଙ୍କର ହିଁ ଏକଚାଟିଆ ଅଧିକାର?
Loading comments…