Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ନୀଳିମା
8 storys
ଅମାନିଆ ମନ
Manoj Kumar Panda · 4 min read · 444 reads
ଏତିକିବେଳେ ଆକାଶବାବୁଙ୍କ ସ୍ତ୍ରୀ ଆଶ୍ଚର୍ଯ୍ୟ ହୋଇ କହି ପକାଇଲେ- କ’ଣ ହୋଇଛି ତୁମର ? କାହିଁକି ସେମିତି ପାଗଳଙ୍କ ଭଳି ହେଉଛ ? ଆକାଶବାବୁ ବ୍ୟଥାତୁର
Others
ଅଚିହ୍ନା ମଣିଷ, ଯିଏ ନିହାତି ନିଜର
Rabindra Mishra · 6 min read · 385 reads
କେବଳ ଦୃଢ଼ ବିଶ୍ୱାସ ଓ ମାନସିକ ଶାନ୍ତି ହିଁ ଏହାକୁ ବଦଳାଇ ପାରିବ। ଏଇ ପରିସ୍ଥିତି ଦେଇ ମୁଁ ଆସିସାରିଛି ।
Tragedy
ଜୀବନ
Kamal Kumar Dash · 1 min read · 174 reads
ତାପରଦିନ ସକାଳୁ ରିଂ କରି କହିଲେ ତାଙ୍କର କରୋନା ପଜେଟିଭ ଆସିଛି ତାଙ୍କୁ କ୍ଵାରେଣ୍ଟିନ ସେଣ୍ଟର ଯିବାକୁ ହେବ ।
Tragedy
ଝରକା ସେପାଖେ
T.Durga Prasad Rao · 6 min read · 780 reads
ସେଦିନ ମୁଁ ମଧ୍ୟ ଥିଲି ସେ କାର୍.ରେ ଡ୍ରାଇଭିଂ ସିଟ୍.ରେ। ଧରିନିଅ, ସେ ଦୁର୍ଘଟଣାରେ ତମର କିଛି ନ ହୋଇ ମୋର ସ୍ପାଇନାଲ୍ କର୍ଡ୍ ଡ୍ୟାମେଜ୍ ହେଇ ଯାଇଥାନ୍ତା। ତମେ ଭଲ ଥାଇ ମୁଁ ଏମିତି ତମ ଭଳି ଶଯ୍ୟାରେ ହାତଗୋଡ଼ ନ ହଲାଇ ପଡ଼ି ରହିଥାନ୍ତି, କଣ କରିଥାନ୍ତ ତମେ? ଆଉ କାହାକୁ ବାହା ହୋଇ ମୋତେ ଛାଡ଼ି ଚାଲି ଯାଆନ୍ତ? ତମେ କଣ ଭାବୁଛ ସେବା ଓ ତ୍ୟାଗ ଉପରେ କେବଳ ନାରୀମାନଙ୍କର ହିଁ ଏକଚାଟିଆ ଅଧିକାର?
Tragedy
ଗୋଟିଏ ଦିନର ପ୍ରେମ କାହାଣୀ
ayiswarya maharana · 16 min read · 247 reads
ଗୋଟିଏ ଦିନର ପ୍ରେମ କାହାଣୀ
Drama
କି ସୁନ୍ଦର ମୋର ଜନ୍ମ ଭୂମି
Monalisa priyadarsini Nanda · 6 min read · 410 reads
ନୀଳିମା ଆଜି ବଦଳି ଯାଇଛି । ଗାଁ ପରିବେଶର ଶୀତଳତା ମନୋରମ ଦୃଶ୍ୟ ତାକୁ ଆକୃଷ୍ଟ କରିଛି। ଗାଁ ର ସଂସ୍କୃତି ଓ ପରମ୍ପରା ରେ ସେ ମାଜିଯାଇଛି ।. ସେ ରାଜେଶକୁ ଯାଇ କାକୁତି ମିନତି ହୋଇ କହିଲା ଶୁଣ ମୋର ଗୋଟେ କଥା ତୁମେ ରଖିବ । ରାଜେଶ କହିଲା ଭୁବେନେଶ୍ୱର ଫେରିଯିବାତ ଏହି କଥା କହୁଚ ଠିକ ଅଛି। କିନ୍ତୁ ନୀଳିମା କହିଲା ନାଇଁ ଭୁବନେଶ୍ୱର ଆଉ ଯିବନି ଆମେ ଏଇଠି ରହିବା । ତୁମେ ବଦଳି ହୋଇ ଗାଁ ମେଡିକାଲକୁ ଆସଭାରି ।
Others
Loading…
Next page →