ନୀଳିମା ଆଜି ବଦଳି ଯାଇଛି । ଗାଁ ପରିବେଶର ଶୀତଳତା ମନୋରମ ଦୃଶ୍ୟ ତାକୁ ଆକୃଷ୍ଟ କରିଛି। ଗାଁ ର ସଂସ୍କୃତି ଓ ପରମ୍ପରା ରେ ସେ ମାଜିଯାଇଛି ।. ସେ ରାଜେଶକୁ ଯାଇ କାକୁତି ମିନତି ହୋଇ କହିଲା ଶୁଣ ମୋର ଗୋଟେ କଥା ତୁମେ ରଖିବ । ରାଜେଶ କହିଲା ଭୁବେନେଶ୍ୱର ଫେରିଯିବାତ ଏହି କଥା କହୁଚ ଠିକ ଅଛି। କିନ୍ତୁ ନୀଳିମା କହିଲା ନାଇଁ ଭୁବନେଶ୍ୱର ଆଉ ଯିବନି ଆମେ ଏଇଠି ରହିବା । ତୁମେ ବଦଳି ହୋଇ ଗାଁ ମେଡିକାଲକୁ ଆସଭାରି ।
Loading comments…