by Sunita Barik ✓ · 19 Mar 2020
ଦୀର୍ଘ ଦିନ ର କୋହ ସବୁ ନିଗିଡ଼ି ଯାଉଥିଲା ଲୁହ ହୋଇ। କାହିଁକି କେଜାଣି ମନ ଜମା କହୁନଥିଲା ତାକୁ ପାଖରୁ ଛାଡିବା ପାଇଁ। ପର୍ସରୁ ବାହାରିଥିବା ଫଟୋକୁ ହାତରେ ଧରି ଅଟୋବାଲା ବାହାରି ଯାଉଥିଲା ଏକ ପରିତୃପ୍ତିର ହସ କୁ ସାଥିରେ ଧରି....।
Loading comments…
Loading comments…